କୁତୂ Kutū

  • ସଂ. ବି. (କୁ+ତନ୍ ଧାତୁ+କର୍ତ୍ତ. ଊ) — ଚମଡ଼ାରେ ନିର୍ମିତ ତେଲକୁମ୍ପା — A leathern oil-bottle. (M.W.)