କୁତୂହାଇବା Kutūhāibā

  • ଦେ. କ୍ରୀ. (ସଂ. କୁତୁକ) — କୌତୁକ କରିବା — To sport; to act sportively
  • ଦେ. କ୍ରୀ. (ସଂ. କୁତୁକ) — ଗଣ୍ଡା ହରିଣ ମାଂସମାନ ଦେଲେକ ଭୋଜି ପରଷନ୍ତି କୁତୁହାଇ ଯେତେ ଯେ ପାରେ ଭୁଞ୍ଜି। ସାରଳା, ମହାଭାରତ।