କୁତୁପ Kutupa

  • ସଂ. ବି.—(କୁତ+ଉପ) — ଚର୍ମନିର୍ମିତ ତୈଳପାତ୍ର ବା କୁମ୍ପା; ଚର୍ମନର୍ମିତ କ୍ଷୁଦ୍ର ତୈଳଧାର; ତେଲକୁମ୍ପି — An oil-bottle of leather
  • ସଂ. ବି.—(କୁତ+ଉପ) — କୁତପ 1 (ଦେଖ) — କୁତପ1(ଦେଖ). Kutapa 1 (See)