କୁତୁକୁତିଆ Kutukutiā

  • ଦେ. ବି — କୁତ୍କୁତ୍ ଜନିତ ହର୍ଷ — Joy due to excitement produced by titillation
  • ଦେ. ବିଣ. ପୁଂ. — ଯାହାକୁ ସାମାନ୍ୟରେ କୁତ୍କୁତ୍ କଲେ ସେ ହସି ପକାଏ — Easily excitable by titillation or slight tickling