କୁତର୍ପୀ Kutarpī

  • ଗ୍ରା. ବିଣ. (ସଂ. କୁତର୍କୀ; କୁତନ୍ତ୍ରୀ) — ଷଡ଼ଯନ୍ତ୍ରକାରୀ — Conspiring to injure others
  • ଗ୍ରା. ବିଣ. (ସଂ. କୁତର୍କୀ; କୁତନ୍ତ୍ରୀ) — ପରର ଅନିଷ୍ଟ ବିଚାର କରୁଥିବା ବ୍ଯକ୍ତି — Hatching plots to injure others