କୁତଫର୍ଦ Kutapharda

  • ଦେ. ବି. (ଓ. କୁତ+ଆ. ଫର୍ଦ) — ଯେଉଁ କାଗଜରେ କୁତ ଲାଗିଥିବା ଜମି ଓ କୁତ ହୋଇଥିବା ଶସ୍ୟର ପରିମାଣ ଓ କୁତ ନେବା ବ୍ଯକ୍ତିର ନାମ ଆଦି ଲେଖାଯାଏ — A sheet containing a list and particulars of appraisement