କୁତ ଲାଗିବା Kuta lāgibā

  • ଦେ. ବି — କୌଣସି ପଦାର୍ଥ କୁତପ୍ରଥାଦ୍ୱାରା ଅନ୍ଯ ବ୍ଯକ୍ତିକୁ ପଟା ବା ଇଜାରା ଦିଆଯିବା — The letting out of a thing on lease by appraisement