କୁତନ୍ତ୍ର Kutantra

  • ସଂ. ବି. (କର୍ମଧା; କୁ+ତନ୍ତ୍ର) — ଲୋକଙ୍କର ବିରକ୍ତିକର ଶାସନପ୍ରଣାଳୀ ବା ନୀତି — A bad policy; impolitic measure; unpopular administration
  • ସଂ. ବି. (କର୍ମଧା; କୁ+ତନ୍ତ୍ର) — କୁପରାମର୍ଶ (ଜ୍ଞାନେନ୍ଦ୍ର) — Evil advice
  • ସଂ. ବି. (କର୍ମଧା; କୁ+ତନ୍ତ୍ର) — ଚକ୍ରାନ୍ତ; ଷଡ଼ଯନ୍ତ୍ର — Plot; conspiracy
  • ସଂ. ବିଣ. ପୁଂ (ବହୁବ୍ରୀହି) — କୁପରାମର୍ଶଦାତା (ଜ୍ଞାନେନ୍ଦ୍ର) — Giving evil advice