କୁଣ୍ଢେମୋଟ Kuṇḍhemoṭa
- ଦେ. ବିଣ — ଯାହାର ପରିଧି ବା ଗୋଲେଇର ଚାରି ପାଖରେ ବାହା ବୁଲେଇଲେ ଦୁଇହାତର ଅଗ ପରସ୍ପରକୁ ସ୍ପର୍ଶ କରେ — Having the girth two arms
- ଦେ. ବିଣ — (ଲକ୍ଷଣାର୍ଥ) ଗର୍ବସ୍ଫୀତ; ଗର୍ବୀ; ଅହଂକାରଯୁକ୍ତ — Swollen wilth pride; arrogant
- ଦେ. ବିଣ — (ଲକ୍ଷଣାର୍ଥ) ହର୍ଷୋତ୍ଫୁଲ୍ଲ — Overjoyed
- ଦେ. ବିଣ — (ଯଥା, ମନାକୁ ଦେଖିଲେ ମୋ ମନ କୁଣ୍ଡେ ମୋଟ ହୋଇଯାଏ)