କୁଣ୍ଢିଆଇବା Kuṇḍhiāibā

  • ଦେ. କ୍ରି (ସଂ. କୁନ୍ଥଧାତୁ) — ଆଲିଙ୍ଗନ କରିବା; କୌଣସି ବ୍ଯକ୍ତିକୁ ବାହୁପାଶରେ ଆବଦ୍ଧ କରିବା — To embrace
  • ଦେ. କ୍ରି (ସଂ. କୁନ୍ଥଧାତୁ) — କହିଲେ କୃଷ୍ଣ ଅର୍ଜୁନକୁ କୁଣ୍ଢିଆଇ— କୃଷ୍ଣସିଂହ, ମହାଭାରତ, ସଭା।