କୁଣ୍ଡେଇ କାଣ୍ଡେଇ ହେବା Kuṇḍei kāṇḍei hebā

  • ଦେ. କ୍ରି — ଗଲୁ ମାରିବାକୁ ପରସ୍ପର ଦେହ ରମ୍ପାରମ୍ପି ହେବା — Scratching one another's limbs (as is done by beasts) for allaying itching
  • ଦେ. କ୍ରି — ମୁଣ୍ଡର କେଶକୁ କୁଣ୍ଡାକୁଣ୍ଡୀ କରି ସଜବାଜ ହେବା — To fit up one's self by combing and arranging the hair