କୁଣ୍ଡିକା Kuṇḍikā

  • ସଂ. ବି. (କୁଣ୍ଡ+କ୍ଷୁଦ୍ରାର୍ଥେ. କ+ଆ) — କୁମ୍ଭ; ମାଠିଆ — Pitcher
  • ସଂ. ବି. (କୁଣ୍ଡ+କ୍ଷୁଦ୍ରାର୍ଥେ. କ+ଆ) — କମଣ୍ଡଳୁ — An ascetic's water-bowl