କୁଣ୍ଡାମୁହାଁ Kuṇḍāmuhāñ

  • ଦେ. ବି — ଗୋରୁଙ୍କୁ କୁଣ୍ଡାପାଣି ଆଦି ଖାଦ୍ୟ ଦେବା କ୍ରିୟା — The act of feeding cattle with Kuṇḍāpāṇi
  • ଦେ. ବିଣ ପୁଂ — ଶୁଖିଲାମୁହାଁ; ଯାହା ମୁହଁ ସବୁବେଳେ ନୀରସ ଦେଖାଯାଏ; ଭାର୍କୁଣ୍ଡାମୁହାଁ — (a person) with a scowling face