କୁଣ୍ଡାପିଠା Kuṇḍāpiṭhā

  • ଦେ. ବି—(ସଂ କଡ଼ଙ୍ଗର+ପିଷ୍ଟକ) — କାଣ୍ଡିଆ ବା ସୂକ୍ଷ୍ମ କୁଣ୍ଡାକୁ ବାଟି ଯେଉଁ ପିଠା ତିଆରି କରାଯାଏ — Cake prepared by pounding fine husks