କୁଣ୍ଡାପାଣି Kuṇḍāpāṇi

  • ଦେ. ବି (ସଂ. କଡ଼ଙ୍ଗର+ପାନୀୟ) — ଗାଈ ଗୋରୁଙ୍କୁ ପିଆଇବା ନିମନ୍ତେ କୁଣ୍ଡା ସଙ୍ଗେ ମିଶ୍ରିତ ହୋଇଥିବା ପାଣି — Husks moistened with water for feeding cattle