କୁଣ୍ଡାଝଡ଼ା Kuṇḍājhaṟḍ̠ā
- ଦେ. ବି — ଅତି କ୍ଷୁଦ୍ର କଣାରେ ବର୍ଷା — Rain by driblets or small particles (looking like sprinkling of particles of husks); drizzle
- ଦେ. ବି — ଆଠ ଦୁମୁକାଣି ଷୋଳ ଅସରା, ବତିଶି ଲିଫିରିଫି ଚଉଷଠୀ କୁଣ୍ଡାଝଡ଼ା, ତେବେ ଯାଇଁ ଚଷାର ହୁଏ ପେଟପୂରା। କୃଷିବଚନ।