କୁଣ୍ଡାଖାଇ Kuṇḍākhāi

  • ପ୍ରାଦେ. (ଗଡ଼ଜାତ ଓ ଆଳି) ବି — ପକ୍ଷିବିଶେଷ — A kind of bird
  • ପ୍ରାଦେ. (ଗଡ଼ଜାତ ଓ ଆଳି) ବି — [ଦ୍ର—ଏମାନେ ଘରବାଡ଼ିରେ ଥାଆନ୍ତି; ବର୍ଣ୍ଣ ରକ୍ତ— ପାଣ୍ଡୁର, ଆକାରରେ ବଣି ଚଢ଼େଇ ପରି କିନ୍ତୁ ମୋଟା। ଏମାନଙ୍କ ଥଣ୍ଟ ବଣି ଥଣ୍ଟ ପରି।]