କୁଣ୍ଡାଇବା Kuṇḍāibā
- ଦେ. କ୍ରି. (ସଂ. କଣ୍ଡୂୟନ) — ନଖରେ ରାମ୍ପୁଡ଼ିବା — To scratch with the nails
- ଦେ. କ୍ରି. (ସଂ. କଣ୍ଡୂୟନ) — ମସ୍ତକର କେଶକୁ ପାନିଆଦ୍ୱାରା ନିଜେ ବା ଅନ୍ଯ ବ୍ଯକ୍ତିଦ୍ୱାରା ଚିରି ପରିଷ୍କାର କରିବା — To comb the hair
- ଦେ. କ୍ରି. (ସଂ. କଣ୍ଡୂୟନ) — ନଖଦ୍ୱାରା ରାମ୍ପି ଦେହର ଗଲୁ ବା କଣ୍ଡୁକୁ ଶାନ୍ତ କରିବା — To scratch for the purpose of relieving itching