କୁଣ୍ଡଗୋଳ Kuṇḍagoḻa
- ସଂ. ବି. (କୁଣ୍ଡ+ଗୋଳ) — ଜାଉ — Gruel (M.W.)
- ସଂ. ବି. (କୁଣ୍ଡ+ଗୋଳ) — କୁଣ୍ଡ ସନ୍ତାନ ଓ ଗୋଳକ ସନ୍ତାନଚୟ; ବ୍ୟଭିଚାରିଣୀ ସଧବା ଓ ବିଧବାର ଗର୍ଭଜାତ ସନ୍ତାନଗଣ — A number or company of Kuṇḍa and Goḻaka class of sons
- ସଂ. ବି. (କୁଣ୍ଡ+ଗୋଳ) — କାଞ୍ଜି (ଶବ୍ଦକଳ୍ପଦ୍ରୁମ) — Sour boiled rice-water
- ସଂ. ବି. (କୁଣ୍ଡ+ଗୋଳ) — ବାସି ପଖାଳ — Sour rice (M.W.)