କୁଣ୍ଠା Kuṇṭhā

  • ଦେ. ବି. (ସଂ. କୁଣ୍ଠ ଧାତୁ; କୁଣ୍ଠତା) — ସଂକୋଚ — Hesitation; scruples
  • ଦେ. ବି. (ସଂ. କୁଣ୍ଠ ଧାତୁ; କୁଣ୍ଠତା) — କୌଣସି କାର୍ଯ୍ୟ କରିବାରେ ପଶ୍ଚାତ୍ପଦତା — Reluctance to do a thing
  • ଦେ. ବି. (ସଂ. କୁଣ୍ଠ ଧାତୁ; କୁଣ୍ଠତା) — କୃପଣତା — Miserliness; niggardliness