କୁଣ୍ଠତା Kuṇṭhatā
- ସଂ. ବି. ସ୍ତ୍ରୀ.—(କୁଣ୍ଠ+ଭାବ..ତା) — କାତରତା — Enervation; distress
- ସଂ. ବି. ସ୍ତ୍ରୀ.—(କୁଣ୍ଠ+ଭାବ..ତା) — କୃପଣତା — Niggardliness
- ସଂ. ବି. ସ୍ତ୍ରୀ.—(କୁଣ୍ଠ+ଭାବ..ତା) — ପଶ୍ଚାତ୍ପଦତା — Hesitation
- ସଂ. ବି. ସ୍ତ୍ରୀ.—(କୁଣ୍ଠ+ଭାବ..ତା) — ଆଳସ୍ୟ; ଜଡ଼ତା — Idleness; dullness; laziness
- ସଂ. ବି. ସ୍ତ୍ରୀ.—(କୁଣ୍ଠ+ଭାବ..ତା) — ସଂକୋଚ — Sensitiveness; scruples
- ସଂ. ବି. ସ୍ତ୍ରୀ.—(କୁଣ୍ଠ+ଭାବ..ତା) — ମୂର୍ଖତା; ନିର୍ବୋଧତା — Stupidity
- ସଂ. ବି. ସ୍ତ୍ରୀ.—(କୁଣ୍ଠ+ଭାବ..ତା) — ଦନ୍ଥରା ହେବା — Bluntness
- ସଂ. ବି. ସ୍ତ୍ରୀ.—(କୁଣ୍ଠ+ଭାବ..ତା) — ଦୁର୍ବଳତା — Debility