କୁଣୁଆଁ Kuṇuāñ

  • ଦେ. ବି. (ସଂ. କୁଣ ଧାତୁ=ନମସ୍କାର କରିବା; ନିମନ୍ତ୍ରଣ କରିବା) — କୁଣିଆଁ (ଦେଖ) — Kuṇiāñ (See)
  • ଦେ. ବି. (ସଂ. କୁଣ ଧାତୁ=ନମସ୍କାର କରିବା; ନିମନ୍ତ୍ରଣ କରିବା) — ସକାଳ ମେଘ ମେଘ ନୁହେଁ ସକାଳ କୁଣୁଆଁ କୁଣୁଆଁ ନୁହେଁ। ଫକୀରମୋହନ, ଛମାଣଆଠଗୁଣ୍ଠ।