କୁଣିଆଁ Kuṇiāñ
- ଦେ. ବିଣ. (ସଂ. କୋଣ) — ଏକ କୋଣରେ ଅବସ୍ଥିତ — Situate in one corner
- ଦେ. ବିଣ. (ସଂ. କୋଣ) — (ଅନ୍ଯ ସଂଖ୍ୟାବାଚକ ଶବ୍ଦ ପରେ ଲାଗେ ଯଥା; ଚାରି— କୁଣିଆଁ)—କୋଣଯୁକ୍ତ — Cornered; having (so many) corners
- ଦେ. ବିଣ. (ସଂ. କୋଣ) — ଗମନାଗମନ ପଥଠାରୁ ଦୂରରେ ଅବସ୍ଥିତ — Out of the way (place)
- ବି. (ସଂ. କୁଣ ଧାତୁ=ନମସ୍କାର କରିବା; ନିମନ୍ତ୍ରଣ କରିବା; ତୁଳ. ସଂ. କୁଟୁମ୍ବ; ପ୍ରା. କୁଡ଼ୁମ୍ବ) — ଅଭ୍ୟାଗତ ବନ୍ଧୁ — A newcomer relative; a temporary guest
- ବି. (ସଂ. କୁଣ ଧାତୁ=ନମସ୍କାର କରିବା; ନିମନ୍ତ୍ରଣ କରିବା; ତୁଳ. ସଂ. କୁଟୁମ୍ବ; ପ୍ରା. କୁଡ଼ୁମ୍ବ) — ନେତ୍ରୋତ୍ସବ କର୍ଣ୍ଣୋତ୍ସବ ବହୁ ଥିଲେ; ସେ ବନେ ହୋଇ କୁଣିଆଁ। ରାଧାନାଥ, ଯଯାତି।
- ବି. (ସଂ. କୁଣ ଧାତୁ=ନମସ୍କାର କରିବା; ନିମନ୍ତ୍ରଣ କରିବା; ତୁଳ. ସଂ. କୁଟୁମ୍ବ; ପ୍ରା. କୁଡ଼ୁମ୍ବ) — ବନ୍ଧୁ; ବାନ୍ଧବ — Relative
- ବି. (ସଂ. କୁଣ ଧାତୁ=ନମସ୍କାର କରିବା; ନିମନ୍ତ୍ରଣ କରିବା; ତୁଳ. ସଂ. କୁଟୁମ୍ବ; ପ୍ରା. କୁଡ଼ୁମ୍ବ) — ଦୂରାଗତ ବ୍ଯକ୍ତି; ଅତିଥି — A stranger; guest
- ବି. (ସଂ. କୁଣ ଧାତୁ=ନମସ୍କାର କରିବା; ନିମନ୍ତ୍ରଣ କରିବା; ତୁଳ. ସଂ. କୁଟୁମ୍ବ; ପ୍ରା. କୁଡ଼ୁମ୍ବ) — ନିମନ୍ତ୍ରିତ ବନ୍ଧୁ — Invited relation
- ବି. (ସଂ. କୁଣ ଧାତୁ=ନମସ୍କାର କରିବା; ନିମନ୍ତ୍ରଣ କରିବା; ତୁଳ. ସଂ. କୁଟୁମ୍ବ; ପ୍ରା. କୁଡ଼ୁମ୍ବ) — ବନ୍ଧୁ ଘରକୁ ପଠାଯିବା ବେଭାର ସଙ୍ଗରେ କିମ୍ବା ଶାଶୁ— ଘରକୁ ଯାଉଥିବା ଝିଅ ସଙ୍ଗରେ ପରିବାରର ଯେଉଁ ବ୍ଯକ୍ତି ଯାଆନ୍ତି — Relative accompaning a girl to her father-in-law's house
- ବି. (ସଂ. କୁଣ ଧାତୁ=ନମସ୍କାର କରିବା; ନିମନ୍ତ୍ରଣ କରିବା; ତୁଳ. ସଂ. କୁଟୁମ୍ବ; ପ୍ରା. କୁଡ଼ୁମ୍ବ) — [ଦ୍ର—କୁଣିଆଁକୁ କାନ୍ଥଭରା ଲାଗିବା ନ୍ଯାୟ—ଘରକୁ କୌଣସି ଅଭ୍ୟାଗତ ବନ୍ଧୁ ଆସିଥିଲେ ଘରର ପତନୋନ୍ମୁଖ କାନ୍ଥର ଭାର ବା ଚିନ୍ତା ତାଙ୍କୁ ଲାଗେ ନାହିଁ, ଏହା ସ୍ୱାଭାବିକ। ନବାଗତ ବା ସମ୍ପର୍କ— ରହିତ ବ୍ଯକ୍ତି କୌଣସି ବିଷୟରେ ଅନଧିକାର ଚର୍ଚ୍ଚା କଲେ ଏ ନ୍ଯାୟ ପ୍ରୟୋଗ କରାଯାଏ।]