କୁଣିଆଁ—ଭୋଜନ Kuṇiāñ-bhojana

  • ଦେ. ବି. (ତୁଳ. ଜୋଇଁ—ଭୋଜନ) — ଅଭ୍ୟାଗତ ବନ୍ଧୁଙ୍କୁ ଦିଆଯିବା ସସମ୍ମାନ ଭୋଜନ — Feast given to guests
  • ଦେ. ବି. (ତୁଳ. ଜୋଇଁ—ଭୋଜନ) — ସସମ୍ମାନ ଭୋଜନ ଓ ନାନା ଉପଚାରଯୁକ୍ତ ମାଗଣା ଭୋଜନ — Rich meal got gratis