କୁଟ୍ମଳିତ Kuṭmaḻita
- ସଂ. ବିଣ. (କୁଟ୍ମଳ+ଯୁକ୍ତାର୍ଥେ. ଇତ) — ଫୁଟିଥିବା — Blossomed; budded
- ସଂ. ବିଣ. (କୁଟ୍ମଳ+ଯୁକ୍ତାର୍ଥେ. ଇତ) — ଅର୍ଦ୍ଧ ମୁଦ୍ରିତ — Half-closed
- ସଂ. ବିଣ. (କୁଟ୍ମଳ+ଯୁକ୍ତାର୍ଥେ. ଇତ) — ଅର୍ଦ୍ଧ ପ୍ରସ୍ଫୁଟିତ — Half-opened
- ସଂ. ବିଣ. (କୁଟ୍ମଳ+ଯୁକ୍ତାର୍ଥେ. ଇତ) — ଈଷଦ୍ଧାସ୍ୟ ଯୁକ୍ତ — Smiling
- ସଂ. ବିଣ. (କୁଟ୍ମଳ+ଯୁକ୍ତାର୍ଥେ. ଇତ) — ପ୍ରଫୁଲ୍ଲ — Cheerful; gay