କୁଟ୍ନା Kuṭlnā

  • ପ୍ରାଦେ. (ସମ୍ବଲପୁର) ବି — ଢମା — A thick-woven basket for feeding cattle
  • ପ୍ରାଦେ. (ସମ୍ବଲପୁର) ବି — ଗୋରୁକୁଣ୍ଡ — Manger
  • ପ୍ରାଦେ. (ସମ୍ବଲପୁର) ବି — କୁଣ୍ଡ — A crater