କୁଟ୍ଟିମ Kuṭṭima
- ସଂ. ବି. (କୁଟ୍ଟ ଧାତୁ=କାଟିବା+କର୍ମ. ଇମ) — ରତ୍ନର ଖଣି — A mine of gems; jewel-mine
- ସଂ. ବି. (କୁଟ୍ଟ ଧାତୁ=କାଟିବା+କର୍ମ. ଇମ) — ସମତଳ କରାଯାଇଥିବା ଭୂମି — Levelled ground
- ସଂ. ବି. (କୁଟ୍ଟ ଧାତୁ=କାଟିବା+କର୍ମ. ଇମ) — ମସୃଣ ଭୂମି; ଖସଡ଼ା ଜମି — Slippery ground
- ସଂ. ବି. (କୁଟ୍ଟ ଧାତୁ=କାଟିବା+କର୍ମ. ଇମ) — କ୍ଷୁଦ୍ର କ୍ଷୁଦ୍ର ପ୍ରସ୍ତର ଖଣ୍ଡ ବା ରତ୍ନ ଖଚିତ ଗୃହତଳ — Pavement paved with small bits of stones or gems
- ସଂ. ବି. (କୁଟ୍ଟ ଧାତୁ=କାଟିବା+କର୍ମ. ଇମ) — ପକ୍କାଘରର ତଳ; ଚଟାଣ — The floor of a building; pavement; paved floor
- ସଂ. ବି. (କୁଟ୍ଟ ଧାତୁ=କାଟିବା+କର୍ମ. ଇମ) — ପ୍ରସ୍ତରାଦି ନିର୍ମିତ ବନ୍ଧ ବା କାନ୍ଥ — A bank or wall made of stones, bricks etc
- ସଂ. ବି. (କୁଟ୍ଟ ଧାତୁ=କାଟିବା+କର୍ମ. ଇମ) — ଭୂମି — Ground
- ସଂ. ବି. (କୁଟ୍ଟ ଧାତୁ=କାଟିବା+କର୍ମ. ଇମ) — ପ୍ରାସାଦି ତିଆରି ନିମନ୍ତେ ପ୍ରସ୍ତୁତ ମୂଳଦୁଆ — Groundwork prepared for the erection of a mansion
- ସଂ. ବି. (କୁଟ୍ଟ ଧାତୁ=କାଟିବା+କର୍ମ. ଇମ) — ଡାଳିମ୍ବ (ଗଛ ଓ ଫଳ) — The pomegranate (tree and fruit)
- ସଂ. ବି. (କୁଟ୍ଟ ଧାତୁ=କାଟିବା+କର୍ମ. ଇମ) — କୋଠା ଘର; ପ୍ରାସାଦ — Palace; building
- ସଂ. ବି. (କୁଟ୍ଟ ଧାତୁ=କାଟିବା+କର୍ମ. ଇମ) — ନିର୍ଜରନଗରୀ ମଣିକୁଟ୍ଟିମେ ଚଢ଼ାଇ ପୁଣି ନିଃଶ୍ରେଣୀଟି କାଟି ପକାଇଲା ରେ। କବିସୂର୍ଯ୍ୟ, ରତ୍ନାକରଚମ୍ପୂ, ଞ ଗୀତ।
- ସଂ. ବି. (କୁଟ୍ଟ ଧାତୁ=କାଟିବା+କର୍ମ. ଇମ) — କୁଟୀର — Cottage; hut