କୁଟ୍ଟମିତ Kuṭṭamita
- ସଂ. ବି—(କଟ୍ଟୁ ଧାତୁ+ଅମ୍+ଇତ) — ନାୟକର ପ୍ରେମକୁ ପ୍ରତ୍ୟାଖ୍ୟାନ କରିବା ରୂପ ନାୟିକାର ବାହ୍ୟ ଭଙ୍ଗି ବା ହାବଭାବ ବିଶେଷ (ନାୟିକାର 28 ପ୍ରକାର ଭଙ୍ଗି ମଧ୍ୟରୁ ଏହା ଏକତମ) — ନାୟକର ପ୍ରେମକୁ ପ୍ରତ୍ୟାଖ୍ୟାନ କରିବା ରୂପ ନାୟିକାର ବାହ୍ୟ ଭଙ୍ଗି ବା ହାବଭାବ ବିଶେଷ (ନାୟିକାର28ପ୍ରକାର ଭଙ୍ଗି ମଧ୍ୟରୁ ଏହା ଏକତମ)—Affected repulse of a lover's endearments or caresses by a woman. (one of the 28 blandishments of a lady mentioned in the Hindu erotic books.)
- ସଂ. ବି—(କଟ୍ଟୁ ଧାତୁ+ଅମ୍+ଇତ) — [ଦ୍ର—ନାୟକ ହର୍ଷପ୍ରକାଶପୂର୍ବକ ନାୟିକାର ଅଧର କେଶ ସ୍ତନାଦି ଧାରଣ କରିବା ସମୟରେ ନାୟିକାର ଶିରଃକମ୍ପନ ଓ ହସ୍ତଚାଳନାଦି ବାହ୍ୟଭଙ୍ଗୀ ବିଶେଷ—ସାହିତ୍ୟଦର୍ପଣ।]