କୁଟ୍ଟନୀ Kuṭṭanī

  • ସଂ. ବି. ସ୍ତ୍ରୀ. (କଟ୍ଟୁ ଧାତୁ+କର୍ତ୍ତୃ. ଅନ+ଈ) — ଦୂତୀ; କୁଟୁଣୀ — A procuress; bawd
  • ସଂ. ବି. ସ୍ତ୍ରୀ. (କଟ୍ଟୁ ଧାତୁ+କର୍ତ୍ତୃ. ଅନ+ଈ) — ବ୍ୟଭିଚାରିଣୀ — Adultteress
  • ସଂ. ବି. ସ୍ତ୍ରୀ. (କଟ୍ଟୁ ଧାତୁ+କର୍ତ୍ତୃ. ଅନ+ଈ) — କୁଟ୍ଟନଦଣ୍ଡ; କୁଟିବାର ପୁଆ; ଢିଙ୍କିପାହାର — The pestle; the piston of a pounding machine or Ḍhiṅki