କୁଟୁରୁକୁଟୁରୁ Kuṭurukuṭuru

  • ଦେ. ଅ. (ଧ୍ୱନ୍ୟନୁକରଣ) — ଚୁଟିଆମୂଷା ଦାନ୍ତ ଦ୍ୱାରା ଟାଣ ପଦାର୍ଥକୁ ଅଳ୍ପ ଅଳ୍ପ କରି କାଟିବାର ଧ୍ୱନି — Sound produced by a small mouse gnawing or nibbling a hard substance
  • ଦେ. ଅ. (ଧ୍ୱନ୍ୟନୁକରଣ) — [ଦ୍ର—କଟରକଟର ଶବ୍ଦ କୁଟୁରୁକୁଟୁରୁ ଅପେକ୍ଷା ଉଚ୍ଚତର ଶବ୍ଦ।]