କୁଟୁମ୍ବ Kuṭumba

  • ସଂ. ବି. (କୁଟୁମ୍ବ ଧାତୁ=ପୋଷିବା+କର୍ମ. ଅ) — ଗୋତ୍ର; ବଂଶ — Race
  • ସଂ. ବି. (କୁଟୁମ୍ବ ଧାତୁ=ପୋଷିବା+କର୍ମ. ଅ) — ସଗୋତ୍ର; ଜ୍ଞାତି — Kinsman; kindred; kin; agnate
  • ସଂ. ବି. (କୁଟୁମ୍ବ ଧାତୁ=ପୋଷିବା+କର୍ମ. ଅ) — ଆତ୍ମୀୟ ସ୍ୱଜନ; ପରିବାର; ଏକତ୍ର ବାସ କରୁଥିବା ପୋଷ୍ୟବର୍ଗ — Family
  • ସଂ. ବି. (କୁଟୁମ୍ବ ଧାତୁ=ପୋଷିବା+କର୍ମ. ଅ) — ହଳଦି ମଖାମଖି; ସୁବର୍ଣ୍ଣରେଖା ପାରି ହେଲେ କୁଟୁମ୍ବ ଦେଖାଦେଖି—ଢଗ।
  • ସଂ. ବି. (କୁଟୁମ୍ବ ଧାତୁ=ପୋଷିବା+କର୍ମ. ଅ) — ରକ୍ତସମ୍ବନ୍ଧୀୟ ବା ବିବାହସମ୍ବନ୍ଧୀୟ ଆତ୍ମୀୟ — Relation by marriage or blood
  • ସଂ. ବି. (କୁଟୁମ୍ବ ଧାତୁ=ପୋଷିବା+କର୍ମ. ଅ) — ବଂଶଧର — Offspring; progeny
  • ସଂ. ବି. (କୁଟୁମ୍ବ ଧାତୁ=ପୋଷିବା+କର୍ମ. ଅ) — ବାନ୍ଧବ — Relative
  • ସଂ. ବି. (କୁଟୁମ୍ବ ଧାତୁ=ପୋଷିବା+କର୍ମ. ଅ) — ସମୂହ; ଦଳ — Group; collection