କୁଟୁମ୍ବୀ Kuṭumbī

  • ସଂ. ବିଣ. (କୁଟୁମ୍ବ+ଅଛି ଅର୍ଥରେ ଇନ୍; 1 ମା. 1 ବଚନ) — ପାରିବାରିକ (ବ୍ଯକ୍ତି); ଗୃହୀ; ଘରୁଆ ବା ଘରକରଣା (ମନୁଷ୍ୟ) — (a man) with a family
  • ସଂ. ବିଣ. (କୁଟୁମ୍ବ+ଅଛି ଅର୍ଥରେ ଇନ୍; 1 ମା. 1 ବଚନ) — କୁଟୁମ୍ବୀ ଜନ ମନ ପରାଏ ଦିବସ ହୁଏ ସପ୍ତପନ୍ତ। ଦୀନକୃଷ୍ଣ, ଜଗମୋହନ।
  • ସଂ. ବି. ପୁଂ — ଗୃହସ୍ଥ ବ୍ଯକ୍ତି — A householder