କୁଟୁମ୍ବୀୟ Kuṭumbīya

  • ସଂ. ବିଣ. (କୁଟୁମ୍ବ+ସମ୍ବନ୍ଧାର୍ଥେ. ଇୟ) — କୁଟୁମ୍ବ ସମ୍ବନ୍ଧୀୟ — Relating to a family
  • ସଂ. ବିଣ. (କୁଟୁମ୍ବ+ସମ୍ବନ୍ଧାର୍ଥେ. ଇୟ) — ପରିବାର ସହିତ ସମ୍ବନ୍ଧଯୁକ୍ତ — Related to a family
  • ସଂ. ବିଣ. (କୁଟୁମ୍ବ+ସମ୍ବନ୍ଧାର୍ଥେ. ଇୟ) — ସଗୋତ୍ର — Agnatic