କୁଟୁମ୍ବିତା Kuṭumbitā

  • ସଂ. ବି. (କୁଟୁମ୍ବିନ୍+ଭାବେ. ତା) — କୁଟୁମ୍ବର ଉପଯୁକ୍ତ କର୍ମ — Act befitting a kinsman
  • ସଂ. ବି. (କୁଟୁମ୍ବିନ୍+ଭାବେ. ତା) — ବନ୍ଧୁସମ୍ପର୍କ; ବନ୍ଧୁତା — 6. Relationship
  • ସଂ. ବି. (କୁଟୁମ୍ବିନ୍+ଭାବେ. ତା) — ସଗୋତ୍ରତା — Kinship; kindredship