କୁଟୁମ୍ବିକ Kuṭumbika

  • ସଂ. ବି. ପୁଂ. (କୁଟୁମ୍ବ+ଅଛି ଅର୍ଥରେ ଇକ) — ଗୃହସ୍ଥ; ଯାହାର ପୋଷ୍ୟବର୍ଗ ଥାଆନ୍ତି — A householder
  • ସଂ. ବି. ପୁଂ. (କୁଟୁମ୍ବ+ଅଛି ଅର୍ଥରେ ଇକ) — ଗୃହର କର୍ତ୍ତା; ପରିବାରର ମୁଖ୍ୟ ବ୍ଯକ୍ତି — A pater familias; the master of a family
  • ସଂ. ବି. ପୁଂ. (କୁଟୁମ୍ବ+ଅଛି ଅର୍ଥରେ ଇକ) — ବିବାହିତ ବ୍ଯକ୍ତି — A married man
  • ସଂ. ବି. ପୁଂ. (କୁଟୁମ୍ବ+ଅଛି ଅର୍ଥରେ ଇକ) — ପରିବାର ମଧ୍ୟସ୍ଥ ଜନୈକ ବ୍ଯକ୍ତି — A member of a family
  • ସଂ. ବି. ପୁଂ. (କୁଟୁମ୍ବ+ଅଛି ଅର୍ଥରେ ଇକ) — କୃଷକ; ଚଷା — A peasant (Apte)
  • ସଂ. ବି. ପୁଂ. (କୁଟୁମ୍ବ+ଅଛି ଅର୍ଥରେ ଇକ) — (ଲକ୍ଷଣାର୍ଥ)—କୌଣସି ବିଷୟର ତତ୍ତ୍ୱାବଧାନ କରିବା ବ୍ଯକ୍ତି — One who takes care of anything (Apte)
  • ସଂ. ବିଣ. (କୁଟୁମ୍ବ+ସମ୍ବନ୍ଧାର୍ଥେ. ଇକ) — ପାରିବାରିକ — Relating to a family