କୁଟୁଙ୍ଗକ Kuṭuṅgaka

  • ସଂ. ବି.—(କୁଟ୍ ଧାତୁ+ଉଙ୍ଗକ) — ଲତାଗୃହ — Arbour formed by creeping plants
  • ସଂ. ବି.—(କୁଟ୍ ଧାତୁ+ଉଙ୍ଗକ) — ଗଛକୁ ବେଢ଼ିଥିବା ଲତା — A creeper winding round a tree
  • ସଂ. ବି.—(କୁଟ୍ ଧାତୁ+ଉଙ୍ଗକ) — ଚାଳ; ଛାତ — Thatch; roof
  • ସଂ. ବି.—(କୁଟ୍ ଧାତୁ+ଉଙ୍ଗକ) — କୁଟୀର — Hut; cottage
  • ସଂ. ବି.—(କୁଟ୍ ଧାତୁ+ଉଙ୍ଗକ) — ଶସ୍ୟାଗାର; ଅମାର; କୋଠି — Granary (Apte)