କୁଟୀରଶିଳ୍ପ Kuṭīraṡiḻpa

  • ସଂ. ବି. (ଆଧୁନିକ ପ୍ରୟୋଗ) — ଯେଉଁ ଶିଳ୍ପ କାର୍ଯ୍ୟ କୁଟୀରରେ ଲୋକେ କରନ୍ତି। (ଯାହା ପାଇଁ କଳ କାରଖାନା ଦରକାର ହୁଏ ନାହିଁ) — Cottage-industry or art
  • ସଂ. ବି. (ଆଧୁନିକ ପ୍ରୟୋଗ) — (ଯଥା—ଟୋକେଇବୁଣା, ଉଲ୍ବୁଣା, ସୂତାକଟା ଇତ୍ୟାଦି)