କୁଟୀବାନ୍ଧିବା Kuṭībāandibā
- ଦେ. କ୍ରି. — ଆଟୁ କରିବା; ଭାଡ଼ି ବାନ୍ଧିବା — To set up a scaffolding or earthen roof inside a thatched house
- ଦେ. କ୍ରି. — ଗୁପ୍ତ ସ୍ଥାନରେ ଲୁଚିବା — To lay hidden in a covert
- ଦେ. କ୍ରି. — ବଦ୍ଧତତ୍ତାବାଳୀ ବାଳିକି ସେ ଅଛି ବଧି ଯେ, କାଳିଶା ପ୍ରିୟା ତୁ କୂଟ କରି କୁଟୀ ବାନ୍ଧି ଯେ। ଭଞ୍ଜ, ବୈଦେହୀଶବିଳାସ।