କୁଟାକାଠି Kuṭākāṭhī

  • ଦେ. ବି. (ସହଚର ଶବ୍ଦଦ୍ୱୟ) — କୁଟା ଓ କ୍ଷୁଦ୍ର ଘାସ ବା ଖଡ଼ିକା ଆଦିର ଖଣ୍ଡମାନ — Bits of straw and twigs
  • ଦେ. ବି. (ସହଚର ଶବ୍ଦଦ୍ୱୟ) — ଅଳିଆ — Refuse