କୁଟାକଣ୍ଡା Kuṭākaṇḍā

  • ଦେ. ବି — ଧାନ କୁଟିବା ଓ କାଣ୍ଡିବା କ୍ରିୟା — The act of pounding and husking of paddy
  • ଦେ. ବି — କୁଟକାଣ୍ଡ; ବିଶେଷ ମାଡ଼ — Sound beating
  • ଦେ. ବି — ଧୁମ୍କୁଟ୍; ଅତ୍ୟାଚାର — Oppression