କୁଞ୍ଚିବା Kun̄chibā

  • ଦେ. କ୍ରି—(ସଂ. କୁଞ୍ଚ୍ ଧାତୁ) — କୁଞ୍ଚିତ କରିବା — To contract; to curl
  • ଦେ. କ୍ରି—(ସଂ. କୁଞ୍ଚ୍ ଧାତୁ) — ବସ୍ତ୍ରକୁ କୁଞ୍ଚ କରିବା — To fold the wearing cloth; into plaits