କୁଞ୍ଚିଖଡ଼ା Kun̄chikhaṟḍ̠ā

  • ଦେ. ବି. — ଲୌହନିର୍ମିତ ଅଙ୍କୁଶାକୃତି ଦଣ୍ଡବିଶେଷ — An iron hook
  • ଦେ. ବି. — କୁଞ୍ଚିଖଡ଼ା ହୋଇଅଛି ପବନର ଗୋଡ଼— ପ୍ରାଚୀ, ବ୍ରହ୍ମନିରୂପଣଗୀତା।