କୁଞ୍ଚିକା Kun̄chikā

  • ସଂ. ବି. ସ୍ତ୍ରୀ. (କୁଞ୍ଚ ଧାତୁ=ବକ୍ର ଗମନ କରିବା+କର୍ତ୍ତୃ. ଅକ + ସ୍ତ୍ରୀ. ଆ) — କାଇଁଚ; ଗୁଞ୍ଜା — A small red seed of a pod-bearing creeper
  • ସଂ. ବି. ସ୍ତ୍ରୀ. (କୁଞ୍ଚ ଧାତୁ=ବକ୍ର ଗମନ କରିବା+କର୍ତ୍ତୃ. ଅକ + ସ୍ତ୍ରୀ. ଆ) — କୋଲପ; ତାଲା — Padlock
  • ସଂ. ବି. ସ୍ତ୍ରୀ. (କୁଞ୍ଚ ଧାତୁ=ବକ୍ର ଗମନ କରିବା+କର୍ତ୍ତୃ. ଅକ + ସ୍ତ୍ରୀ. ଆ) — କୋଲପର କାଠି ବା ଚାବି; କଞ୍ଚି — Key of a padlock