କୁଝଟି Kujhati

  • ଦେ. ବି. (ସଂ. କୁଜ୍ଝଟି) — କୁହୁଡ଼ି — Fog; mist
  • ଦେ. ବି. (ସଂ. କୁଜ୍ଝଟି) — ଏବେ ଚାହିଁବ ଯେବେ କୁଝଟିରେ। ଭଞ୍ଜ, ପ୍ରେମସୁଧାନିଧି।