କୁଜ୍ଝଟିକା Kujjhaṭikā

  • ସଂ. ବି. ସ୍ତ୍ରୀ (କୁଜ୍ଝଟି+ସ୍ୱାର୍ଥରେ. କ+ସ୍ତ୍ରୀ. ଆ) — କୁହୁଡ଼ି — Fog; mist
  • ସଂ. ବି. ସ୍ତ୍ରୀ (କୁଜ୍ଝଟି+ସ୍ୱାର୍ଥରେ. କ+ସ୍ତ୍ରୀ. ଆ) — ସେ ଘୋର ଅନ୍ଧାକାର ରେଖା ନାମ ବହିଲା କୁଜ୍ଜଟିକା। ଜଗନ୍ନାଥ, ଭାଗବତ।