କୁଜି କାକ Kuji kāka

  • ଦେ. ବି. (ସଂ. କୁବ୍ଜ+କାକ) — ସାଧାରଣ କୁଆ; ଛୋଟ କୁଆ — An ordinary crow; a small crow
  • ଦେ. ବି. (ସଂ. କୁବ୍ଜ+କାକ) — ରାବନ୍ତି କଜ୍ଜଳପତ୍ରୀ କୁଜି କାକ। ନନ୍ଦକିଶୋର, ଶର୍ମିଷ୍ଠା।