କୁଜାଷ୍ଟମ Kujāshṭama

  • ସଂ. ବି. (କୁଜ+ଅଷ୍ଟମ)—(ଫଳିତ ଜ୍ୟୋତିଷ) ଜାତକରେ ଲଗ୍ନଠାରୁ ଅଷ୍ଟମ ସ୍ଥାନରେ ମଙ୍ଗଳ ଅବସ୍ଥାନ କରିବାରୁ ଘଟିବା ଅଶୁଭ ଯୋଗ — (Astrology) An evil position of the planet Mars being in the eighth house from one's natal planet
  • ସଂ. ବି. (କୁଜ+ଅଷ୍ଟମ)—(ଫଳିତ ଜ୍ୟୋତିଷ) [ଦ୍ର—ଏହି ଯୋଗ ଜାତକର ଅନ୍ଯ ସମସ୍ତ ଶୁଭଯୋଗର ଫଳକୁ ନଷ୍ଟ କରିଦିଏ। ହି. ଶବ୍ଦସାଗର।]