କୁଜାତ Kujāta

  • ସଂ. ବିଣ. ପୁଂ — ନୀଚବଂଶଜାତ — of low birth; low-born
  • ଦେ. ବିଣ — ଦୁଷ୍ଟ; ବଜ୍ଜାତ୍; ଖେଚଡ଼ା — Wicked