କୁଜଙ୍ଗ Kujaṅga
- ଦେ. ବି (ନାମ) — ଓଡ଼ିଶା ମୋଗଲବନ୍ଦି କଟକ ଜିଲ୍ଲା ଅନ୍ତର୍ଗତ ଜମିଦାରୀ ରାଜ୍ୟବିଶେଷ — Name of a permanently settled estate on the sea-board of the district of Cuttack
- ଦେ. ବି (ନାମ) — [ଦ୍ର—ଏହି ରାଜବଂଶ ଧୋବେଇ ରାଜବଂଶରୁ ସମ୍ଭୁତ। ଖ୍ରୀଷ୍ଟ ଷୋଡ଼ଶ ଶତାବ୍ଦୀରେ ସେମାନେ କନିକାରାଜାଙ୍କ ସାହାଯ୍ୟରେ ସେହି ଅଞ୍ଚଳରେ କିଲ୍ଲାଦାରମାନଙ୍କୁ ବଶୀଭୂତ କରି ଏହି ରାଜ୍ୟ ସ୍ଥାପନ କରିଥିଲେ। ଇଂରାଜି ଅମଳରେ ଏ ରାଜ୍ୟ ନିଲାମ ହେବାରୁ ବର୍ଦ୍ଧମାନର ମହାରାଜ ଏହାକୁ ଖରିଦ କଲେ।]