କୁଚ୍ନି Kuchni

  • ପ୍ରାଦେ. (ସମ୍ବଲପୁର) ବି — ଯେ ପଣ୍ୟଦ୍ରବ୍ୟକୁ କୋଚା ବିକ୍ରି କରେ — Retail seller
  • ପ୍ରାଦେ. (ସମ୍ବଲପୁର) ବି — ଯେ ଅତ୍ୟଧିକ ଲାଭରେ ପଣ୍ୟ ବିକେ — A person who sells commodities at a great profit